ଯାଜପୁର,୨୨ା୧୦(ଯାଜପୁର ଟୁଡେ) : ପୁଣି ଭିଜିଲାନ୍ସ ଚଢାଉ । ଯାଜପୁର ଜିଲା ବଡଚଣା ଆର ଆଣ୍ଡ ବି ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବହଚଣା ସମେତ ମୋଟ ୭ଗୋଟି ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢାଉରେ ୩ଜଣ ଏଏସ୍ପି,୬ଜଣ ଡିଏସ୍ପି,୩ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏଭଳି ଘଟଣାକୁ ନେଇ ଯାଜପୁର ଜିଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।






